ଅଟା ଆରିସା .....

                                                        

ସାମଗ୍ରୀ:-

ତିନି ଶହ ଗ୍ରାମ ଅଟା

ଶହେ ପଚିଶି ଗ୍ରାମ ଚିନି

ପଚାଶଗ୍ରାମ ଘିଅ 

ଛାଣିବା ପାଇଁ ରିଫାଇନ ତେଲ ।


ପ୍ରସ୍ତୁତି:- 

ପ୍ରଥମେ ଅଟା ସହିତ ଘିଅକୁ ମିଶାଇ ଦିଅନ୍ତୁ । 

ପାଣି ମିଶାଇ ଦଳି ଦିଅନ୍ତୁ ।

 ଅଟା ଦଳିଲା ବେଳେ ସାମାନ୍ୟ ଟାଣ ରଖିବେ ।

 ତାପରେ କରେଇରେ ତେଲ ଗରମ କରନ୍ତୁ ।

 ଅଟା ଦଳାକୁ ଛୋଟ ଛୋଟ ଗୁଳା କରି ହାତରେ ଗୋଲ କରି ଛାଣନ୍ତୁ ।

ଏବେ ଆପଣଙ୍କର ପ୍ରସ୍ତୁତ ହୋଇଗଲା ଅଟା ଆରିସା ।


  Never miss a story from us, get weekly updates in your inbox.