ଟମାଟର ପୁରୀ
ସାମଗ୍ରୀ ;
ଅଟା -୫୦୦ଗ୍ରମ୍
ଟମାଟୋ ପ୍ୟୁରୀ-୧ ବଡ ଚାମଚ
ଘିଅ -୧ ବଡ ଚାମଚ
ଲୁଣ –ସ୍ଵାଦାନୁସାରେ
ତେଲ –ଛାଣିବା ପାଇଁ
ପ୍ରଣାଳୀ ;
ଅଟାରେ ତେଲକୁ ଛାଡି ବଳକା ସାମଗ୍ରୀ ଦେଇ ଭଲକରି ଦଳି ରଖନ୍ତୁ l ଅଳ୍ପ ଟାଣ କରି ଦଳିବେ l ଏଥର ଛୋଟ ଛୋଟ ଗୁଳା କରି ଗରମ ତେଲରେ ଛାଣି ତୁରନ୍ତ ଗରମାଗରମ ଫୁଲା ପୁରୀ ପରଶନ୍ତୁ l