ସାମଗ୍ରୀ:- ମଧ୍ୟମ ସାଇଜର ଛଅଶହ ଗ୍ରାମ ଚିଙ୍ଗୁଡ଼ି
ଦେଢ଼ ଚାମଚ ସୋରିଷ
ଛଅଗୋଟି କଞ୍ଚାଲଙ୍କା
ସଯବସ ଦହି ଏକ କପ୍
ଅଧା କପ୍ ତେଲ
କଟା ଧନିଆ ପତ୍ର
ଆବଶ୍ୟକ ଅନୁଯାୟୀ ଲୁଣ ଓ ହଳଦୀ।
ପସ୍ତୁତି:- ସୋରିଷ , ରସୁଣ, କଞ୍ଚାଲଙ୍କା କୁ ବାଟି ରଖନ୍ତୁ ।
ଚିଙ୍ଗୁଡ଼ି ରୁ ଚୋପା ଛଡାଇ ଧୋଇ ହଳଦୀ ଗୁଣ୍ଡ ଗୋଳାଇ ଦିଅନ୍ତୁ ।
ଦହି ସୋରିଷ ଚିଙ୍ଗୁଡ଼ି ମାଛ ଓ କଞ୍ଚା ତେଲକୁ ମିଶାଇଦେଇ ପାତ୍ରରେ ରଖି ପାତ୍ରକୁ ଢ଼ାଙ୍କିଦେଇ କାମ ଆଞ୍ଚରେ ବସାଇଦେବେ ।
ଚିଙ୍ଗୁଡ଼ି ସିଝିଗଲେ ଓହ୍ଲାଇ ଦିଅନ୍ତୁ ।
କଟା ଧନିଆ ପତ୍ର ରେ ସଜାଇ ପରସନ୍ତୁ ଦହି ଚିଙ୍ଗୁଡ଼ି ।