Share
ହନୀ ମିଲ୍କ ସର୍ବତ
ସାମଗ୍ରୀ ;
କ୍ଷୀର -୧ ଗ୍ଳାସ
ମହୁ -୨ ଚାମଚ
ଜାଇଫଳ ଗୁଣ୍ଡ –ଟିପେ
ପ୍ରଣାଳୀ ;
କ୍ଷୀର ମହୁ ଚିନୀ ମିଶାଇ ଗରମ କରି ଥଣ୍ଡା କରନ୍ତୁ lଫ୍ରିଜରେ ରଖନ୍ତୁ lଥଣ୍ଡା ହୋଇଗଲେ ଉପରେ ଯାଇଫଳ ଗୁଣ୍ଡ ଛିଞ୍ଚି ପିଇବାକୁ ଦିଅନ୍ତୁ l