ହନି ମିଲ୍କ ସର୍ବତ

ହନୀ ମିଲ୍କ ସର୍ବତ 

ସାମଗ୍ରୀ ;

କ୍ଷୀର -୧ ଗ୍ଳାସ 

ମହୁ -୨ ଚାମଚ 

ଜାଇଫଳ ଗୁଣ୍ଡ –ଟିପେ 

ପ୍ରଣାଳୀ ;

କ୍ଷୀର ମହୁ ଚିନୀ ମିଶାଇ ଗରମ କରି ଥଣ୍ଡା କରନ୍ତୁ lଫ୍ରିଜରେ ରଖନ୍ତୁ lଥଣ୍ଡା ହୋଇଗଲେ ଉପରେ ଯାଇଫଳ ଗୁଣ୍ଡ ଛିଞ୍ଚି ପିଇବାକୁ ଦିଅନ୍ତୁ l 

  Never miss a story from us, get weekly updates in your inbox.