Image



💐💐ଲେଖିବାକୁ ଯାହା ଯାହା
ମନରେ ଭାବିଛି,
ମୋ ଆଗରୁ ତାହା କିଏ
ଲେଖିଦେଇ  ଯାଇଛି 💐
କହିବାକୁ ଯାହା ଯାହା
ଓଠ  ମୋ ଚାହିଁଛି!
ତମକୁ ଆଗରୁ କିଏ
କହି ଦେଇ ସାରିଛି 💐
ହୃଦୟ ଦେଇ ମୁଁ ଯେବେ
ହୃଦୟ ଖୋଜିଛି
ମୋ ଠାରୁ ଆଗୁଆ କିଏ
ଚୋରୀ କରି ନେଇଛି💐
ପ୍ରେମକୁ ଭାବିକି ପୂଣ୍ୟ
ପୂଜିବାକୁ ଯାଉଛି,
ପଚାରିଲ ତୁମେ ଆସି
ଏବେବି  କି ମୀରବାଈ ବଞ୍ଚଛି  💐

ତପସ୍ୱିନୀ ଦାଶ
ବାରିପଦା