Image

ପିମ୍ପୁଡି ଭଳି ଏକ କ୍ଷୁଦ୍ର ଜୀବ ତୁମ ଗୋଡକୁ କାମୁଡି ଦିଏ। କିନ୍ତୁ ତୁମେ ତା ଗୋଡକୁ କାମୁଡି ପାରନାହିଁ।ଏଣୁ ଜୀବନରେ କାହାକୁ"ଛୋଟ"ବୋଲି ଭାବନାହିଁ।କାରଣ ତୁମେ ଯାହାକୁ ଛୋଟ ବୋଲି ଭାବୁଛ ସେ ଯାହା କରିପାରେ,ହୁଏତ ତୁମେ ତାହା କରିପାରିବନାହିଁ।#

ପ୍ରମିଳା ପତି

କାଠଯୋଡି ରୋଡ୍

ମଧୁପାଟଣା, କଟକ-୧୦