ଖାଦ୍ୟ ଖାଇବାରେ ସତର୍କତା

1) ଦୁଗ୍ଧ ସହିତ ମାଛ, ମାଂସ, ରସୁଣ, ମୂଳା, ତୁଳସୀ, ଲୁଣ ଓ ଖଟା ଖାଆନ୍ତୁ ନାହିଁ ।
2) ମାଛ ସହିତ ଚିନି ଓ ମହୁ ଖାଇଲେ ତାହା ଶରୀରପକ୍ଷେ କ୍ଷତିକାରକ ।
3) କଦଳୀ ସହିତ ବେଲ ଓ ଦହି ଖାଅନ୍ତୁ ନାହିଁ ।
4) କୌଣସି ଗରମ ଖାଦ୍ୟ ସାଥିରେ ଦହି ଓ ମହୁ ଖାଇବା ବିପଦ ।
5) ରାତିରେ ଶାଗ ଓ ଦହି ଖାଇବା ଉଚିତ ନୁହେଁ ।
6) ରାତିରେ ଶାଗ ଖାଇଲେ ପିତ୍ତ ଦୋଷ ବଢ଼େ ଏବଂ ଦହି ଖାଇଲେ କଫ ଦୋଷ ବଢ଼େ ।

  Never miss a story from us, get weekly updates in your inbox.