Image

ତୁମେ କଣ ଭାବୁଛ ମୁଁ ପଥର ? ଯଦି ସେୟା ଭାବୁଛ, ଏକଦମ୍ ଠିକ୍ ଭାବୁଛ | ମୁଁ ଯଦି ପଥର ନ ହୋଇଥାନ୍ତି, ମୋତେ କଣ କଷ୍ଟ ହେଉ ନ ଥାନ୍ତା? ମୋ ଆଖିରୁ ଲୁହ ବାହାରୁ ନ ଥାନ୍ତା ? ତେବେ ମୁଁ ଖୁସି, ବହୁତ ଖୁସି | ଏତେ ଖୁସି ଯେ ତୁମେ ଚିନ୍ତା ବି କରିପାରିବ ନାହିଁ | ଆଉ ସେ ଖୁସିର କାରଣ ହେଉଛ ତୁମେ, କେବଳ ତୁମେ |