Image

ମୋ ନିରୀହ ସ୍ୱପ୍ନକୁ ଦଳି ମକଚି ଗୁଣ୍ଡ କରି ଦେବା ବେଳେ ମୁଁ ତଥାପି ବି ସ୍ୱପ୍ନଟିଏ ଦେଖୁଥିଲି ତୁମ କାନ୍ଧରେ ମୁଣ୍ଡ ରଖି ଅୟୁତ ଯୁଗର କ୍ଲାନ୍ତିକୁ ମେଣ୍ଟାଇବା ପାଇଁ | ନା ମୋର କିଛି ଅବଶୋଶ, ନା କାହା ପାଖରେ କିଛି ଅଭିଯୋଗ, ମୁଁ ଆଜି ସତ୍ତା ହୀନ, କାରଣ ତୁମେ ମୋର ପ୍ରିୟତମ, ପ୍ରିୟ ମଣିଷ |