ସମ୍ପର୍କ

Charting hundred times is equal to one call..

Calling hundred times is equal to once meet..

ଶହେ ଚାଟିଂରେ ଆମ ସମ୍ପର୍କ ଯେତିକି ଥାଏ, ଗୋଟିଏ ଫୋନ୍ କଲ୍ ରେ ତାହା ଦ୍ବି-ଗୁଣିତ ହୋଇଯାଏ..

ଶହେ ଫୋନ୍ କଲ୍ ରେ ଆମ ସମ୍ପର୍କ ଯେତିକି ଥାଏ, ଗୋଟେ ସାକ୍ଷାତକାରରେ ତାହା ନିବିଡ଼ତର ହୋଇଯାଏ ।



  Never miss a story from us, get weekly updates in your inbox.