ଅନ୍ବେଷା


ଅନ୍ବେଷା ମୋ ସରିନାହିଁ
ଯେ ପଯ୍ୟନ୍ତ
ଆପଣା ପୃଥ୍ବୀର ସୀମା
ନ ହୋଇଛି ଶେଷ
ଯେ ପଯ୍ୟନ୍ତ ପାଇନାହିଁ
ଭଗ୍ନାଂଶର ଶେଷ ଅବଶେଷ
ପ୍ରଦୋଷେ ସଳିତାର ଜ୍ବଳନେ କି
ଅମା ର କି ହୋଇଥାଏ ଶେଷ
ତଥାପି ଖୋଜିବାରେ
ଲଭିଛି ସନ୍ତୋଷ....(ଲୀନା)
Sasmita Mohapatra

  Never miss a story from us, get weekly updates in your inbox.