ଦହି ଚିଙ୍ଗୁଡ଼ି

ସାମଗ୍ରୀ:- ମଧ୍ୟମ ସାଇଜର ଛଅଶହ ଗ୍ରାମ ଚିଙ୍ଗୁଡ଼ି

ଦେଢ଼ ଚାମଚ ସୋରିଷ

ଛଅଗୋଟି କଞ୍ଚାଲଙ୍କା

ସଯବସ ଦହି ଏକ କପ୍

ଅଧା କପ୍ ତେଲ

କଟା ଧନିଆ ପତ୍ର

ଆବଶ୍ୟକ ଅନୁଯାୟୀ ଲୁଣ ଓ ହଳଦୀ।


ପସ୍ତୁତି:- ସୋରିଷ , ରସୁଣ, କଞ୍ଚାଲଙ୍କା କୁ ବାଟି ରଖନ୍ତୁ ।

ଚିଙ୍ଗୁଡ଼ି ରୁ ଚୋପା ଛଡାଇ ଧୋଇ ହଳଦୀ ଗୁଣ୍ଡ ଗୋଳାଇ ଦିଅନ୍ତୁ ।

ଦହି ସୋରିଷ ଚିଙ୍ଗୁଡ଼ି ମାଛ ଓ କଞ୍ଚା ତେଲକୁ ମିଶାଇଦେଇ ପାତ୍ରରେ ରଖି ପାତ୍ରକୁ ଢ଼ାଙ୍କିଦେଇ କାମ ଆଞ୍ଚରେ ବସାଇଦେବେ ।

ଚିଙ୍ଗୁଡ଼ି ସିଝିଗଲେ ଓହ୍ଲାଇ ଦିଅନ୍ତୁ ।

କଟା ଧନିଆ ପତ୍ର ରେ ସଜାଇ ପରସନ୍ତୁ ଦହି ଚିଙ୍ଗୁଡ଼ି ।

  Never miss a story from us, get weekly updates in your inbox.