ଟମାଟର ପୁରୀ

ଟମାଟର ପୁରୀ

ସାମଗ୍ରୀ ;

ଅଟା -୫୦୦ଗ୍ରମ୍

ଟମାଟୋ ପ୍ୟୁରୀ-୧ ବଡ ଚାମଚ 

ଘିଅ -୧ ବଡ ଚାମଚ

ଲୁଣ –ସ୍ଵାଦାନୁସାରେ

ତେଲ –ଛାଣିବା ପାଇଁ 

ପ୍ରଣାଳୀ ;

ଅଟାରେ ତେଲକୁ ଛାଡି ବଳକା ସାମଗ୍ରୀ ଦେଇ ଭଲକରି ଦଳି ରଖନ୍ତୁ l ଅଳ୍ପ ଟାଣ କରି ଦଳିବେ  l ଏଥର ଛୋଟ ଛୋଟ ଗୁଳା କରି ଗରମ ତେଲରେ ଛାଣି ତୁରନ୍ତ  ଗରମାଗରମ ଫୁଲା ପୁରୀ ପରଶନ୍ତୁ l

  Never miss a story from us, get weekly updates in your inbox.